ବିଦେଶ ଗସ୍ତରୁ ଫେରିଲେ ସାଂସଦ ସସ୍ମିତ ପାତ୍ର, ପ୍ରତିକ୍ରିୟା ଦେବାକୁ କଲେ ମନା

ବିଦେଶ ଗସ୍ତରୁ ଫେରିଲେ ସାଂସଦ ସସ୍ମିତ ପାତ୍ର । ଦିଲ୍ଲୀରେ ପହଞ୍ଚିବା ପରେ ଗଣମାଧ୍ୟମକୁ ୱକଫ୍ ଭୋଟିଂ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କଲେ ସସ୍ମିତ । ୱକଫ୍ ଭୋଟିଂକୁ ନେଇ ଉଠିଥିବା ବିବାଦକୁ ନେଇ ବିଜେଡି ଟଳମଣ ପରିସ୍ଥିତିରେ ଥିଲେ ସୁଦ୍ଧା ସସ୍ମିତ ମୁହଁ ନ ଖୋଲିବା ଏବେ ବଡ଼ ପ୍ରଶ୍ୱବାଚୀ ସୃଷ୍ଟି କରିଛି ।

Sasmit Patra

ନିକଟରେ ବିଜେଡି ରାଜ୍ୟ ସଭା ସାଂସଦ ମୁନା ଖାନ୍ ନବୀନଙ୍କୁ ଭେଟି ସସ୍ମିତଙ୍କ ନିଲମ୍ବନ ଦାବି କରିଥିଲେ । ଏହାଛଡ଼ା ଗତକାଲି ନବୀନ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ସସ୍ମିତଙ୍କ ସମ୍ପର୍କରେ କୌଣସି ଟିପ୍ପଣୀ ଦେଇ ନ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+