ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା; ଇଣ୍ଟରନାଲ୍ କମିଟିର ମନିଟରିଂ କରୁ ନଥିଲେ ପ୍ରିନ୍ସିପାଲ
ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ପ୍ରତିକ୍ରିୟା । ଅତ୍ୟନ୍ତ ମର୍ମନ୍ତୁଦ ଘଟଣା, ବିଚଳିତ କରୁଛି କହିଲେ ସାଂସଦ ପ୍ରତାପ ଷଡ଼ଙ୍ଗୀ।
ଘଟଣା ପଛରେ କଲେଜ ପ୍ରିନ୍ସିପାଲଙ୍କ ଗୁରୁତର ତ୍ରୁଟି ଥିଲା । ଇଣ୍ଟରନାଲ୍ କମିଟିର ମନିଟରିଂ କରୁ ନଥିଲେ ପ୍ରିନ୍ସିପାଲ୍ । କିଛି ପିଲା କାନ୍ଦିବାର ନାଟକ କରୁଛନ୍ତି, ଆତ୍ମହତ୍ୟା ପାଇଁ ଉସୁକାଇଥିଲେ ।

ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ, ସରକାର ତ୍ବରିତ୍ ପଦକ୍ଷେପ ନେଇଛନ୍ତି ।
୧୨ ଘଣ୍ଟା ମଧ୍ୟରେ ସସ୍ପେଣ୍ଡ ଓ ଗିରଫ କରାଗଲା । ତଦନ୍ତ ଠିକ୍ ବାଟରେ ଚାଲିଛି, ନ୍ୟାୟ ନିଶ୍ଚୟ ମିଳିବ ବୋଲି କହିଲେ ପ୍ରତାପ ଷଡ଼ଙ୍ଗୀ ।












Click it and Unblock the Notifications