ବିଜେଡିରେ ନଥିବା କଥାକୁ ଏଡ଼ାଇଲେ ସାଂସଦ ଦେବାଶିଷ; ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସପେଣ୍ଡ କରିବା ଠିକ୍ ନୁହେଁ କହିଲେ

ଶ୍ରୀମୟୀ ମିଶ୍ରଙ୍କ ସପକ୍ଷରେ ବାହାରିଲେ ଦେବାଶିଷ ସାମନ୍ତରାୟ । ଶ୍ରୀମୟୀ ଯେତେବେଳେ ଯାହା କହିଛନ୍ତି ଠିକ୍ କହିଛନ୍ତି କହିଲେ ଦେବାଶିଷ। ଟିକେଟ୍ ଦେବାକୁ କହି ଶ୍ରୀମୟୀଙ୍କୁ ଟିକେଟ୍ ଦେଇନି ଦଳ ।

ଶ୍ରୀମୟୀ ଯେଉଁ ସବୁ କଥା କହିଛନ୍ତି ସେଥିରେ ସତ୍ୟ ରହିଛି । ବିଜେଡିରେ ନଥିବା କଥାକୁ ଏଡ଼ାଇଲେ ସାଂସଦ ଦେବାଶିଷ ସାମନ୍ତରାୟ। ମୁଁ ଦଳରେ ଅଛି, କଣଠେସା ହୋଇନାହିଁ କହିଲେ ଦେବାଶିଷ । ଯେତେବେଳେ କହିବାକୁ କୁହାଯାଉଛି ସଂସଦରେ କହୁଛି ।

MP Debashish avoids saying he is not in BJD

ପ୍ରଫୁଲ୍ଲ ମଲ୍ଲିକଙ୍କୁ ସସପେଣ୍ଡ କରିବା ଠିକ୍ ନୁହେଁ କହିଲେ ଦେବାଶିଷ ସାମନ୍ତରାୟ। ସେ ଜଣେ ବରିଷ୍ଠ ନେତା, ବିଜେଡି ପାଇଁ ବହୁତ କାମ କରିଛନ୍ତି। ପ୍ରଫୁଲ ମଲ୍ଲିକଙ୍କୁ ବିଜେଡିରୁ ସସ୍‌ପେଣ୍ଡ କରିବା ଭୁଲ୍ ନିଷ୍ପତ୍ତି ।

ଭାସ୍କର ରାଓ ଭଳି ପୁରୁଖା ନେତା ବିଜେଡି ଛାଡି ଚାଲି ଯାଉଛନ୍ତି ।
ଯାହା ଦଳକୁ ଅନେକ କ୍ଷତି ପହଞ୍ଚାଇବ କହିଲେ ଦେବାଶିଷ ସାମନ୍ତରାୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+