Get Updates
Get notified of breaking news, exclusive insights, and must-see stories!

ସାସଂଦ ଅପରାଜିତାଙ୍କ ଝିଅ ବାହାଘର ଏହି ସ୍ଥାନରେ, କଣ କରନ୍ତି ତାଙ୍କ ଜ୍ୱାଇଁ ?

ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବାହାଘର । ପରମ୍ପରା ଅନୁସାରେ ହଳଦୀ ପରମ୍ପରା ଶେଷ ହୋଇଛି । ଏଥିରେ ରାଜ୍ୟର ଅନେକ ବିଧାୟକ ଏବଂ ଗଣ୍ୟମାନ୍ୟ ବ୍ୟକ୍ତି ଭାଗ ନେଇଥିଲେ । ଏହି ବାହାଘରରେ ରାଷ୍ଟ୍ରପତି, ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି ହଳଦୀ ଏବଂ ମେହେନ୍ଦୀର ଫଟୋକୁ ଭୁବନେଶ୍ୱରର ସାସଂଦ ଅପରାଜିତା ଷଡଙ୍ଗୀ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି । ଏଥିରେ ଓଡ଼ିଶାର ଅନେକ ନେତା ସାମିଲ ହୋଇଛନ୍ତି । ଅପାରଜିତା ଷଡଙ୍ଗୀଙ୍କ ଝିଅ ଅର୍ଚ୍ଚିତା ।

MP Aparajita s daughter is getting married here

ଶନିବାରରେ ଏହି ବାହାଘର ନୂଆଦିଲ୍ଲୀରେ ଆୟୋଜନ କରାଯିବ । ଦିଲ୍ଲୀର ଅଶୋକା ରାଜପଥରେ ଏହା ଆୟୋଜିତ ହେବ । ଭୁବନେଶ୍ୱରରେ ବି ବାହାଘର ଭୋଜି ଆୟୋଜନ କରାଯିବ । ଡିସେମ୍ବର ୧୪ ତାରିଖରେ ଭୁବନେଶ୍ୱରରେ ଆଉ ଏକ ବିବାହ ଭୋଜିର ଆୟୋଜନ କରାଯିବ ।

ଅପରାଜିତ ଷଡଙ୍ଗୀଙ୍କ ଝିଅ ଅର୍ଚ୍ଚିତା ଉଚ୍ଚି ଶିକ୍ଷିତା । ସେ ବ୍ରିଟେନ୍‌ର ଅକ୍ସୋଫୋର୍ଡ ବିଶ୍ୱ ବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଛନ୍ତି । ବିଜ୍‌ନେସ୍‌ ମ୍ୟାନେଜ୍‌ମେଣ୍ଟରେ ସେ ଶିକ୍ଷାଲାଭ କରିଛନ୍ତି । ସେ ସଚୀନ୍‌ ରାହାର୍‌ଙ୍କୁ ବିବାହ କରିବା ପାଇଁ ଯାଉଛନ୍ତି । ସଚୀନ୍‌ ଏବେ ଭାରତୀୟ ପ୍ରଶାସନିକ ସେବାରେ କାର୍ଯ୍ୟକରୁଛନ୍ତି । ରାଜସ୍ଥାନର ଝୁନ୍‌ଝୁନ୍‌ର ସଚୀନ୍‌ ୨୦୨୪ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ । ସେ ଏବେ ଆନ୍ଧ୍ରପ୍ରଦେଶ କ୍ୟାଡରରେ କାର୍ଯ୍ୟକରୁଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+