ଆଜି ଜନ୍ମମାଟି ଗୋପ ମଲ୍ଲଗାଁରେ ପହଞ୍ଚିବ ଓଡ଼ିଶା ଯବାନଙ୍କ ପାର୍ଥିବ ଶରୀର

ପୁରୀ: ଜନ୍ମମାଟି ଗୋପ ମଲ୍ଲଗାଁରେ ପହଞ୍ଚିବ ଓଡ଼ିଶା ଯବାନଙ୍କ ପାର୍ଥିବ ଶରୀର । ଆଜି ସଂନ୍ଧ୍ୟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବ ସହିଦ ପ୍ରତାପ ପରିଡ଼ାଙ୍କ ମୃତଦେହ । ଏହା ପରେ ସହିଦଙ୍କ ମର ଶରୀରକୁ ଏକ ବିଶାଳ ଶୋଭାଯାତ୍ରା କରି ତାଙ୍କ ଗାଁକୁ ନିଆଯିବ ।

ସୂଚନାଥାଉ ଯେ, ସହିଦ ପ୍ରତାପ ପରିଡ଼ାଙ୍କୁ ଶେଷ ବିଦାୟ ଦେବା ପାଇଁ ଗୋପର ବିଭିନ୍ନ ସଂଗଠନ ପକ୍ଷରୁ ପିପିଲଠାରେ ଏକ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯିବ । ବୀର ସହିଦଙ୍କ ଅନ୍ତିମ ସଂସ୍କାର ପାଇଁ ତାଙ୍କ ଗ୍ରାମରେ ସମସ୍ତ ବ୍ୟବସ୍ଥା କରାଯାଇଛି । ମେଳାଳୟ ଏବଂ ବାଂଲାଦେଶ ସୀମା ତୁରା ନିକଟରେ କାର୍ଯ୍ୟରତ ଥିଲେ ପ୍ରତାପ । ସେ ସାମୀ ବିଏସଏଫରେ ବାହିଲଦାର ଭାବେ କାର୍ଯ୍ୟରତ ଥିଲେ ।

puri

ମିଳିଥିଲା ସୂଚନା ଅନୁସାରେ, ଡ୍ୟୁଟିରେ ଥିବା ବେଳେ ଦୁର୍ବୃତ୍ତଙ୍କ ଆକ୍ରମଣରେ ସେ ଏକ ଖାତକୁ ଖସି ପଡିଥିଲେ । ଯାହାପେର ତାଙ୍କୁ ଗୁରୁତର ଅବସ୍ଥାରେ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠି ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସାଇକେଲ୍ ସୀମା ଅଞ୍ଚଳରେ କାର୍ଯ୍ୟ ନିରୀକ୍ଷଣ କରିବା ସମୟରେ ଏପରି ଦୁଃଖଦ ଘଟଣା ଘଟିଛି । ପ୍ରତାପଙ୍କ ସହିଦ ଖବର ପାଇବା ପରେ ତାଙ୍କ ଗାଁରେ ଶୋକର ଛାୟା ଖେଳିଯାଇଥିଲା । ପରିବାର ସଦସ୍ୟ, ସାଙ୍ଗସାଥୀ ସମସ୍ତେ ମର୍ମାହତ ହୋଇପଡିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+