ଆଜିଠୁ ସମ୍ବଲପୁରରେ ସକାଳୁଆ ଅଫିସ୍
Sambalpur News: ଆଜିଠୁ ସମ୍ବଲପୁର ଜିଲ୍ଲାରେ ସକାଳୁଆ ଅଫିସ୍ କାର୍ଯ୍ୟ ଆରମ୍ଭ । ସକାଳ ୭ଟାରୁ ଦିନ ୧ଟା ଯାଏଁ ଚାଲିବ ଅଫିସ୍ । ତେବେ ଆଜିଠୁ ୧୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ଅଫିସ୍ ଚାଲିବା ନେଇ ସୂଚନା ରହିଛି । ଅଫିସ୍ ସମୟ ମଧ୍ୟରେ ଲଞ୍ଚ ବ୍ରେକ୍ ରହିବ ନାହିଁ । ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି ।













Click it and Unblock the Notifications