Get Updates
Get notified of breaking news, exclusive insights, and must-see stories!

ଏପ୍ରିଲ ୨ରୁ ରାଜ୍ୟରେ ସକାଳୁଆ ସ୍କୁଲ

ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ଖରାର ପ୍ରକୋପକୁ ଦେଖି ରାଜ୍ଯ ସରକାରଙ୍କ ବଡ଼ ନିଷ୍ପତ୍ତି । ସମସ୍ତ ସରକାରୀ, ସରକାରୀ ଅନୁଦାନ ପ୍ରାପ୍ତ ଓ ଘରୋଇ ସ୍କୁଲରେ ହେବ ସକାଳୁଆ କ୍ଲାସ ।

school

ଏ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ପ୍ରଦାନ କରିଛନ୍ତି । ସକାଳ ୭ରୁ ୯ରୁ ଖୋଲିବ ଅଙ୍ଗନଓ୍ବାଡି କେନ୍ଦ୍ର । ସେହିଭଳି ଦିନ ୧୧ଟାରୁ ୩ଟା ଶ୍ରମିକ ମାନଙ୍କ ପାଇଁ କାମ ବନ୍ଦ । ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+