୮୦ ହଜାରରୁ ଅଧିକ ଲୋକଙ୍କର ନାହିଁ ରାସନକାର୍ଡ

ରାଜ୍ୟରେ ୮୦ ହଜାରୁ ଅଧିକ ଲୋକଙ୍କ ପାଖରେ ନାହିଁ ରାସନକାର୍ଡ । ଆଜି ଗୃହରେ ପ୍ରଶ୍ନକାଳରେ ରାଜ୍ୟରେ କେତେ ଭୂତ ହିତାଧିକାରୀ ଚିହ୍ନଟ ହେଲେଣିର ପ୍ରଶ୍ନର ଉତ୍ତର ଦେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର କହିଛନ୍ତି, ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ୍ ୨୨ ହଜାର ୨୯୩ଟି ଅଯୋଗ୍ୟ ରାସନ କାର୍ଡ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ସେହିପରି ରାଜ୍ୟରେ ୮୪ ହଜାର ୭୫୭ ଜଣ ହିତାଧିକାରୀ ରାସର କାର୍ଡ ପାଇବାରୁ ବାଦ ପଡିଛନ୍ତି ।

ରାଜ୍ୟରେ ବିଜେପି ସରକାର ଆସିବା ପରଠୁ ୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ହିତାଧିକାରୀଙ୍କ ରାସନ କାର୍ଡ ବାତିଲ କରାଯାଇଛି । ଅନ୍ୟପଟେ ଅନେକ ଯୋଗ୍ୟ ଅଧିକାରୀ ରାସନକାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି । ଅନୁଗୁଳ ଜିଲ୍ଲାରେ ୩ ହଜାର ୯୭୨ ହିତାଧିକାରୀ ରାସନକାର୍ଡ ପାଇବାରୁ ବଞ୍ଚିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+