ବାଲେଶ୍ୱର ଓ ମୟୁରଭଞ୍ଜରେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବେ
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଦୁଇ ଜିଲ୍ଲାରେ ମୁତୟନ ହେବେ ୭୦ ପ୍ଲାଟୁନରୁ ଅଧିକ ଫୋର୍ସ । ବାଲେଶ୍ୱରରେ ୩୦ ପ୍ଲାଟୁନ ଫୋର୍ସ ଓ ମୟୁରଭଞ୍ଜରେ ମୁତୟନ ହେବେ ୪୦ ପ୍ଲାଟୁନରୁ ଅଧିକ ଫୋର୍ସ । ଦାୟିତ୍ବରେ ଅଛନ୍ତି ୬ ଜଣ ଏସ୍ପି ରାଙ୍କର ଅଫିସର । ଏନେଇ ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଡିଆଇଜି ପିନାକୀ ମିଶ୍ର । ରାଷ୍ଟ୍ରପତିଙ୍କ ୩ ତାରିଖ ବାଲେଶ୍ୱର ଓ ୪,୫, ୬ ମୟୁରଭଞ୍ଜ ଗସ୍ତରେ ଆସୁଛନ୍ତି । ଅସନ୍ତକାଲି ପ୍ରଥମ ପର୍ଯ୍ୟାୟରେ FM university ପଦାର୍ପଣ କରିବେ ପରବର୍ତ୍ତୀ ସମୟରେ ମୟୁରଭଞ୍ଜ ଗସ୍ତ ରହିଛି।

ଦୁଇଟି ଜିଲ୍ଲାରେ ବ୍ଲୁ ବୁକ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସବୁ ସୁରକ୍ଷା ନିୟମ ଅନୁଯାୟୀ ଦୁଇ ଜିଲ୍ଲାର ଏସ୍ପି ତଦାରଖ କରୁଛନ୍ତି । ଏହାକୁ ନେଇ ବିଭାଗୀୟ କତ୍ତୃପକ୍ଷ ଙ୍କ , ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରାଯାଇଛି । FM ବିଶ୍ୱବିଦ୍ୟାଳୟ ରେ ୩୦ ପ୍ଲାଟୁନ ଫୋର୍ସ , ୩ ଜଣ ଏସ୍ପି ରାଙ୍କ ଅଫିସର , ୬ ଜଣ ଅତିରିକ୍ତ ଏସ୍ପି , ୧୦ ରୁ ଡ଼ିଏସପି ମୁତୟନ ହୋଇଛନ୍ତି । ସେହିପରି ମୟୁରଭଞ୍ଜ ରେ ଅନେକ ସ୍ଥାନରେ କାର୍ଯ୍ୟକ୍ରମ ରହିଛି । ଏଣୁ ସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ମୟୁରଭଞ୍ଜ ରେ ୪ ରୁ ଅଧିକ ଏସ୍ପି ରାଙ୍କ ଅଫିସର ସହିତ ୪୦ପ୍ଲାଟୁନରୁ ଅଧିକ ଫୋର୍ସ ମୁତୟନ ହେବେ।
-
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ଦାଶରଥୀ ଗମାଙ୍ଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କଲା PCC ଶୃଙ୍ଖଳା କମିଟି -
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ , ଯାତାୟାତ ବନ୍ଦ ପାଇଁ ସୂଚନା ଦେଲେ ପୁରୀ ଏସ୍ପି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ମଧୁବାବୁ ପେନସନ ଯୋଜନାରେ ଭତ୍ତା ଅପେକ୍ଷାରେ ୬ ଲକ୍ଷ ବ୍ୟକ୍ତି -
LPG ବିକଳ୍ପ ଭାବେ ରାଜ୍ୟକୁ ଦିଆଯିବ ୪୮ ହଜାର କିଲୋଲିଟର କିରୋସିନ୍ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଆଗକୁ ଆଗରୁ ବଢ଼ିବ ଗ୍ରୀଷ୍ମ ପ୍ରବାହ, ଏବେଠୁ ୪୦ ପାର ପାରଦ -
ବର୍ଷା ସମ୍ଭାବନା, ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବା ନେଇ ଆକଳନ -
ରାଜ୍ୟସଭା ନିର୍ବାଚନ: ପାରାଦୀପ ଗଲେ ସମସ୍ତ ବିଜେପି ବିଧାୟକ -
ନବୀନ ଘୋଡ଼ା ବେପାରରେ ମାହିର;ପ୍ରତାପ ଶଡଙ୍ଗୀ -
ଦେଶ୍ୟାବ୍ୟାପି ଅତ୍ୟାବଶ୍ୟକୀୟ ସେବା ଲାଗି ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ସୁନିଶ୍ଚିତ କଲେ ସରକାର











Click it and Unblock the Notifications