ରାଜଧାନୀରେ ଭଙ୍ଗା ହେବ ୪୦୦ରୁ ଉର୍ଦ୍ଧ୍ୱ ଘର, ଜାଣନ୍ତୁ କାରଣ.......
ଭୁବନେଶ୍ୱରରେ ଭଙ୍ଗାଯିବ ସରକାରୀ ଘର । ୪୧୦ ସରକାରୀ ଘର ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା । କାର୍ଯ୍ୟକାରୀ ହେବ କ୍ୟାପିଟାଲ ରିଡେଭଲପମେଣ୍ଟ ପ୍ରକଳ୍ପ । ୟୁନିଟ୍-୨ ଅଞ୍ଚଳରେ ଏହି ପ୍ରକଳ୍ପ କରାଯିବ । ପୂର୍ବରୁ ୧୯୦ଟି ସରକାରୀ ଘର ଖାଲି ରହିଛି । ୯୦ଟି ଘରେ ବେଆଇନ ଭାବେ ରହୁଛନ୍ତି ଲୋକେ ।

ଭୁବନେଶ୍ୱରରେ ଭଡ଼ାରେ ଲାଗିଥିବା ସରକାରୀ କ୍ୱାର୍ଟର୍ସରୁ ଉଚ୍ଛେଦ ଜାରି ରହିଛି। ୟୁନିଟ-୨ ଅଞ୍ଚଳରେ ଜବରଦଖଲ କ୍ୱାର୍ଟର୍ସରୁ ଉଚ୍ଛେଦ ଜାରି ରହିଛି। ଲଗାତାର ଦ୍ୱିତୀୟ ଦିନରେ ମିଳିତ ସ୍କ୍ୱାଡ ପକ୍ଷରୁ ଉଚ୍ଛେଦ ଜାରି ରହିଛି।












Click it and Unblock the Notifications