ଓଡ଼ିଶା ଆସିଛନ୍ତି ଅଧିକ ବିଦେଶୀ ପକ୍ଷୀ ; ସୂଚନା ଦେଲେ ମନ୍ତ୍ରୀ

୨୦୨୪-୨୫ ବର୍ଷ ଶୀତ ଋତୁରେ ଓଡ଼ିଶାକୁ ଆସିଛନ୍ତି ବିଦେଶୀ ପକ୍ଷୀ । ଶୀତ ଋତୁରେ ୨୩ ଲକ୍ଷ ୫୫ ହଜାର ୮୫୦ଟି ବିଦେଶୀ ପକ୍ଷୀ ଓଡ଼ିଶା ଆସିଛନ୍ତି । ୫୨ଟି ବିଦେଶୀ ପକ୍ଷୀ ଜଳାଶୟକୁ ଆସିଥିବାବେଳେ ଚିଲିକା ଡିଭିଜନ୍‌କୁ ଆସିଛନ୍ତି ସର୍ବାଧିକ ୧୧ ଲକ୍ଷ ୨୭ ହଜାର ୨୨୮ ଟି ପକ୍ଷୀ । ତେବେ କେତେ ପକ୍ଷୀ ଫେରିଯାଇଛନ୍ତି ତାହା ଆକଳନ ହୋଇନାହିଁ ।

ganesh ram khuntia

ଏ ନେଇ ଗୃହରେ ବିଜେଡି ବିଧାୟକ ଅଶ୍ୱିନୀ ପାତ୍ରଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+