ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ମାସିକ ଭତ୍ତା ବୃଦ୍ଧି

କଳାକାର ସହାୟତା ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି ସରକାର । ମୁଖ୍ୟମନ୍ତ୍ରୀ କଳାକାର ସହୟତା ଯୋଜନାରେ ମାସିକ ଭତ୍ତାକୁ ବୃଦ୍ଧି କରାଯାଇଛି । ୪୦ ରୁ ୮୦ ବର୍ଷର କଳାକାରଙ୍କ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି କରାଯାଥିବା ବେଳେ ୮୦ ବର୍ଷରୁ ଅଧିକ ବୟସ କଳାକାରଙ୍କ ଭତ୍ତା ୩୫୦୦ ଟଙ୍କା ବୃଦ୍ଧି କରାଯାଇଛି ।

Artist Support Scheme

କେନ୍ଦୁଝରରେ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଯୋଜନାରେ ୪୭ ହଜାର ୭୦୪ ଜଣ କଳାକାର ଉପକୃତ ହେବେ । ପୂର୍ବରୁ କଳାକାରଙ୍କ ମାସିକ ସହାୟତା ଭତ୍ତା ୨ ହଜାର ଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+