ସେପ୍ଟେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ
ସେପ୍ଟେମ୍ବର ୧୮ରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ। ୨୫ ତାରିଖ ଯାଏଁ ଚାଲିବ ମୌସୁମୀ ଅଧିବେଶନ । ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ।

ମୌସୁମୀ ଅଧିବେଶରେ ୭ଟି କାର୍ଯ୍ୟଦିବସ ରହିଛି କହିଲେ ସଂସଦୀୟ ମନ୍ତ୍ରୀ ।ଗୋଟିଏ ଦିନ ପ୍ରାଇଭେଟ୍ ମେମ୍ବର ବିଲ୍, ଗୋଟିଏ ନୋ ଅଫିସ୍ ଡେ। ବିଜ୍ନେସ୍ ଆଡଭାଇଜରୀ କମିଟି ନିଷ୍ପତ୍ତି ଅନୁସାରେ କିଛି ବିଲ୍ ଆସିପାରେ । ରାଜ୍ୟର ସ୍ବାର୍ଥ ପ୍ରସଙ୍ଗରେ ବିଧାନସଭାରେ ଆଲୋଚନା ହେବ । ବିରୋଧୀ ଯେଉଁ ପ୍ରସଙ୍ଗ ଆଣିବେ, ଆଲୋଚନା ପାଇଁ ସରକାର ପ୍ରସ୍ତୁତ ।












Click it and Unblock the Notifications