ଜୁନ୍‌ରୁ ସେପ୍ଟେମ୍ବର ଭିତରେ ଭଲ ରହିବ ମୌସୁମୀ ବର୍ଷା: ଦେଶରେ ବର୍ଷା ସ୍ବାଭାବିକଠାରୁ ଅଧିକ ରହିବ

ଚଳିତବର୍ଷର ଭାରତୀୟ ପାଣିପାଗ ବିଭାଗର ଭବିଷ୍ୟବାଣୀ ଉଭୟ ଚାଷୀ ଓ ଅର୍ଥବ୍ୟବସ୍ଥା ପାଇଁ ଖୁସି ଖବର ଆଣିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁକୁ ନେଇ ପାଣିପାଗ ବିଭାଗର ଆକଳନ ଅନୁସାରେ, ଦେଶରେ ବର୍ଷା ସ୍ବାଭାବିକଠାରୁ ଅଧିକ ରହିବ । ସ୍ବାଭାବିକ ଠାରୁ ଅଧିକ ୧୦୫ % ବର୍ଷା ହେବ ।

ଜୁନ୍‌ରୁ ସେପ୍ଟେମ୍ବର ଭିତରେ ଭଲ ରହିବ ମୌସୁମୀ ବର୍ଷା । ଏଥର ମୌସୁମୀ ଉପରେ ଏଲ୍ ନିନୋର ପ୍ରଭାବ ରହିବ ନାହିଁ । ଉତ୍ତର ପୂର୍ବ ରାଜ୍ୟ, ତାମିଲନାଡୁ,ଲଦାଖକୁ ଛାଡିଲେ ଅନ୍ୟ ସ୍ଥାନରେ ଅଧିକ ବର୍ଷା ହେବ । ଡିସେମ୍ବରରୁ ଫେବୃଆରୀ ଉତ୍ତର ଗୋଲାର୍ଦ୍ଧ ଓ ୟୁରେସିଆ ଅଞ୍ଚଳରେ ତୁଷାର ଆଚ୍ଛାଦନ କମ ଥିବାରୁ ।

ମୌସୁମୀ ଉପରେ ଭଲ ପ୍ରଭାବ ପଡିବ ଓ ମୌସୁମୀ ପାଇଁ ସହାୟକ ହେବ ବୋଲି କହିଛି ଆଇଏମଡି । ପ୍ରଶାନ୍ତ ମହାସାଗରରେ ନିଷ୍କ୍ରିୟ ରହିଛି ଏଲ୍‌ ନିନୋ ଓ ଭାରତ ମହାସାଗରରେ ଆଇଓଡି ନିଷ୍କ୍ରିୟ ରହୁଥିଲା ସ୍ବାଭାବିକ ବର୍ଷା ହେବ ।

Monsoon rains to be good from June to September
ଦେଶ ଭଳି ଓଡିଶା ପାଇଁ ବି ମୌସୁମୀକୁ ନେଇ ରହିଛି ଭଲ ଖବର । ଭାରତୀୟ ପାଣିପାଗର ଅନୁମାନ ଅନୁସାରେ, ଚଳିତ ବର୍ଷ ଓଡିଶା ପାଇଁ ସ୍ୱାଭାବିକ ରହିବ ମୌସୁମୀ ବର୍ଷା ଜୁନ ମାସରେ ସ୍ୱାଭାବିକ ଠାରୁ ଅଧିକ ରହିବ ମୌସୁମୀ ବର୍ଷା । ସେପ୍ଟେମ୍ବରରେ ଦକ୍ଷିଣ ଓଡ଼ିଶାରେ ଅଧିକ ରହିବ ମୌସୁମୀ ବର୍ଷା ଏବେ ରାଜ୍ୟରେ ୨୦ ତାରିଖ ଯାଏଁ କାଳବୈଶାଖୀ ବର୍ଷାର ଚେତାବନୀ ଜାରି କରିଛି ଭୁବନେଶ୍ବର ଆଚଂଳିକ ପାଣିପାଗ କେନ୍ଦ୍ର । କାଲି ପାଇଁ ପ୍ରବଳ ବର୍ଷା ନେଇ ଉତ୍ତର ଓ ଦକ୍ଷଣ ଓଡିଶାରେ ଅଂରେଜ ଆଲର୍ଟ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+