ପୁଣି ପ୍ରବଳ ବର୍ଷା, ୩ ସପ୍ତାହ ମଧ୍ୟରେ ତିନିଟି ଲଘୁଚାପ

ପୁଣି ପ୍ରବଳ ବର୍ଷା, ୩ ସପ୍ତାହ ମଧ୍ୟରେ ତିନିଟି ଲଘୁଚାପ,ସେପ୍ଟମ୍ବର ମାସରେ ରାଜ୍ୟକୁ ମିଳିବ ଭଲ ବର୍ଷା,ଆସନ୍ତା କାଲି ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି

Weather Update: ସେପ୍ଟମ୍ବର ମାସରେ ରାଜ୍ୟକୁ ମିଳିବ ଭଲ ବର୍ଷା । ଆସନ୍ତା ୩ ସପ୍ତାହରେ ରହିଛି ୩ଟି ଲଘୁଚାପ । ଏହା ସହ ପୁଣି ସକ୍ରିୟ ହୋଇପାରେ ମୌସୁମୀ ବର୍ଷା । ଅସହ୍ୟ ଗରମ ଗୁଳୁଗୁଳିରୁ ମିଳିବ ନିସ୍ତାର । ଆସନ୍ତା କାଲି ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ୬ତାରିଖ ଦିନ କୋରାପୁଟ,ନବରଙ୍ଗପୁର ,କଳାହଣ୍ତି ,କନ୍ଧମାଳ, ରାୟଗଡ଼ା ,ଗଜପତି ,ଗଞ୍ଜାମ୍ ,ଖୋର୍ଦ୍ଧା ,ପୁରୀ ,ନୟାଗଡ଼ ଆଜି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ।

Weather update.odisha

୭ତାରିଖରେ ଦକ୍ଷଣ-ପଶ୍ଚିମ ଓ ସଂଲଗ୍ନ କେନ୍ଦ୍ରୀୟ-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଯାହା ଫଳରେ ରାଜ୍ୟର ପ୍ରବଳ ବର୍ଷା ଲାଗି ରହିପାରେ । ସେହିପରି ୯ ତାରିଖରେ ଉତ୍ତର ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବ ରାଜ୍ୟରେ ୧୧ ତାରିଖରେ ଦେଖିବା ପାଇଁ ମିଳିପାରେ । ସେହିପରି ୧୩ ରୁ ୧୬ ମଧ୍ୟରେ ଆଉ ଏକ ସଲଘୁଚାପ ସୃଷ୍ଟି ହୋଇପାରେ । ଯାହା ଫଳେରେ ଆଗାମି ରାଜ୍ୟରେ ଚଳିତ ମାସ ଭଲ ବର୍ଷାର ସମ୍ଭାବନା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+