Get Updates
Get notified of breaking news, exclusive insights, and must-see stories!

୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ; ଦୁଇରୁ ତିନି ଦିନ ଭିତରେ ଛୁଇଁବ ଦକ୍ଷିଣ ଓଡ଼ିଶା 

ସାରା ରାଜ୍ୟରେ ଜାରି ରହିଛି ତାତି । ବିଶେଷକରି ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ନା ତାତିରୁ ମିଳୁଛି ତ୍ରାହି, ନା ଗୁଳୁଗୁଳିରୁ ମିଳୁଛି ଆଶ୍ୱସ୍ତି ।

ଏହାରି ଭିତରେ ଆଶ୍ୱସ୍ତିକର କଥା ହେଉଛି ୧୦ ତାରିଖ ସୁଦ୍ଧା ଓଡ଼ିଶା ଛୁଇଁପାରେ ମୌସୁମୀ ।

rain

୨-୩ ତିନି ଭିତରେ ଦକ୍ଷିଣ ଓଡ଼ିଶା ଛୁଇଁବ । ପରେ ଏହା ରାଜ୍ୟର ଅନ୍ୟ ଅଞ୍ଚଳକୁ ସ୍ପର୍ଶ ବିସ୍ତାରିତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ସେପଟେ ଆଗାମୀ ୪ ଦିନରେ ରାଜ୍ୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସେଲିୟ ବଢ଼ିବପାରେ । ବରଗଡ଼, ବଲାଙ୍ଗୀର, ନୂଆପଡ଼ାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହ ୫ ଦିନ ଯାଏଁ ଉପକୂଳରେ ଗୁଳୁଗୁଳି ଲାଗି ରହିବ ବୋଲି ଆକଳନ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+