ଆଜି ନୂଆ ଦଳ ଘୋଷଣା କରି ପାରନ୍ତି ମୋକିମ୍
ରାଷ୍ଟ୍ରୀୟ ଯୁବ ଦିବସରେ ନୂଆ ଦଳ ଘୋଷଣା କରିପାରନ୍ତି ମହମ୍ମଦ ମୋକିମ୍ । ଶକ୍ତି ପ୍ରଦର୍ଶନ କରିବେ ପୂର୍ବତନ କଟକ-ବାରବାଟୀର ପୂର୍ବତନ ବିଧାୟକ । ସାମିଲ ହୋଇପାରନ୍ତି ୩ ଦଳର ଯୁବ ଓ ଅସନ୍ତୁଷ୍ଟ ନେତା । ବଦଳିପାରେ ଓଡ଼ିଶା ରାଜନୀତିର ପାଣିପାଗ । ମୋକିମଙ୍କ ରାଜନୈତିକ କ୍ୟାରିୟର ଆଜି ନୂଆ ମୋଡ ନେଇପାରେ । ଯୁବ ସମାବେଶ ଜରିଆରେ ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ମୋକିମ ।













Click it and Unblock the Notifications