ମୋଦିଙ୍କ 'ମନ କି ବାତ୍' କାର୍ଯ୍ୟକ୍ରମରେ କୋରାପୁଟ କଫିକୁ ପ୍ରଶଂସା, କହିଲେ କୋରାପୁଟ କଫି ଅତ୍ୟନ୍ତ ସ୍ୱାଦିଷ୍ଟ
କୋରାପୁଟ କଫିକୁ ଆଜି ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୧୨୭ତମ ମନ କି ବାତ୍ କାର୍ଯ୍ୟକ୍ରମ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ କୋରାପୁଟ କଫିକୁ ପ୍ରଶଂସା କରି କହିଛନ୍ତି ଓଡିଶାର କୋରାପୁଟ କଫି ଅତ୍ୟନ୍ତ ସ୍ଵାଦିଷ୍ଟ। କୋରାପୁଟ କଫି ହେଉଛି ଓଡିଶାର ଗୌରବ। ଚା ସହିତ କୋରାପୁଟ କଫି କଥା କହିଛନ୍ତି ପିଏମ୍ ମୋଦୀ। ଅନେକ ଲୋକ ଚାକିରି ଛାଡି କଫି ଚାଷରେ ମନ ବଳାଉଛନ୍ତି। କଫି ଚାଷରେ ମହିଳାଙ୍କ ସହଭାଗିତାକୁ ମୋଦୀ ପ୍ରଶଂସା କରିଛନ୍ତି। ଆଜିର ସମୟରେ କୋରାପୁଟ କଫିରୁ ବହୁ ଲାଭ ମିଳୁଛି।













Click it and Unblock the Notifications