Get Updates
Get notified of breaking news, exclusive insights, and must-see stories!

କେନ୍ଦ୍ର ବଜେଟରେ ଓଡ଼ିଶାକୁ ଗୁରୁତ୍ଵ, ମୋଦି ଦେଲେ ୯ ହଜାର ୧୭୬ କୋଟି

କେନ୍ଦ୍ର ବଜେଟରେ ଓଡ଼ିଶାକୁ ଫୋକସ । ଗତବର୍ଷ ତୁଳନାରେ ବଢ଼ିଲା ବଜେଟର କାୟାକଳ୍ପ । ୨୦୨୪-୨୫ ବଜେଟରେ ଓଡ଼ିଶାକୁ ମିଳିଥିଲା ୫୫ ହଜାର ୨୩୨ କୋଟି ଟଙ୍କା । ୨୦୨୫-୨୬ ବର୍ଷ ପାଇଁ ମିଳିଛି ୬୪ ହଜାର ୪୦୮ କୋଟି । ଯାହା ଗତବର୍ଷ ତୁଳନାରେ ୯ ହଜାର ୧୭୬ କୋଟି ଟଙ୍କା ଅଧିକ । ବଜେଟ ଘୋଷଣା ପରେ ଏହାକୁ ବିକାଶମୁଖୀ ବଜେଟ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ବର୍ଦ୍ଧିତ ରାଶିକୁ ରାଜ୍ୟ ସରକାର ବିଭିନ୍ନ କଲ୍ୟାଣମୂଳକ ଯୋଜନାରେ ବିନିଯୋଗ କରିପାରିବେ ।

Union Budget 2025

'ଧନଧାନ୍ୟ ଯୋଜନା'ରେ ଓଡ଼ିଶା ଚାଷୀ ମଧ୍ୟ ଉପକୃତ ହେବେ । ଏହା ରାଜ୍ୟର ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି କିଷାନ କ୍ରେଡିଟ କାର୍ଡ ଚାଷୀଙ୍କୁ ନଗଦ ଚାଷୀ ଯୋଗାଇବାକୁ ସହଯୋଗ କରିବ । ଆବାସ ଯୋଜନାରେ ମଧ୍ୟ ଅଧିକ ଟଙ୍କା ବ୍ୟୟବରାଦ ହୋଇଥିବାରୁ ଚଳିତ ବର୍ଷ ଗରିବଙ୍କୁ ରେକର୍ଡ ସଂଖ୍ୟକ ଘର ଯୋଗାଇବାକୁ ଟାର୍ଗେଟ ରଖାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି ଜଳ ଯୋଗାଣ ମିଶନରେ ସବୁ ଗାଁକୁ ପାଣି ଯୋଗାଇବା ଲକ୍ଷ୍ୟ ପୁରଣ ହୋଇପାରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+