ପୁଣି ଶ୍ରୀମନ୍ଦିର ଭିତରେ ମୋବାଇଲ୍ ଫୋନ୍ । ଫଟୋ ଉଠାଇବା ସମୟରେ ଜଣେ ଗୁମାସ୍ତା ଅଟକ। ପ୍ରତିହାରୀ ନିଯୋଗ ସମ୍ମୁଖରେ ଫଟୋ ଉଠାଇ ଧରାପଡ଼ିଲେ। ଗୁମାସ୍ତା ଫୋନ୍ ରେ ଯାତ୍ରୀଙ୍କ ଫଟୋ nbsp;ଉଠାଇଥିବା nbsp;ସୂଚନା।