ପୂର୍ତ୍ତ ବିଭାଗ କାମ ଗୁଡିକର କ୍ୱାଲିଟି ଚେକିଂ ଆସିଲା ମୋବାଇଲ ଲାବ୍ରୋଟୋରୀ ଇନ୍ସପେକ୍ସନ ୟୁନିଟ୍, ଉଘଟାନ କଲେ ମନ୍ତ୍ରୀ

ପୂର୍ତ୍ତ ବିଭାଗ ପ୍ରକଳ୍ପ ଗୁଡିକର କ୍ୱାଲିଟି ଚେକିଂ ପାଇଁ ଆସିଲା ମୋବାଇଲ ଲାବ୍ରୋଟୋରୀ ଇନ୍ସପେକ୍ସନ ୟୁନିଟ୍ । ଏହି ମୋବାଇଲ ୟୁନିଟ୍ ଭେହିକିଲକୁ ପତାକା ଦେଖାଇ ଶୁଭରମ୍ଭ କଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏଣିକି ରୋଡ଼, ବିଲଡିଂ, କିମ୍ବା କଂକ୍ରିଟ ରାସ୍ତାର କ୍ୱାଲିଟି ଚେକ୍ ପାଇଁ ଆଉ ଅଧିକ ସମୟ ଅପଚୟ ହେବନାହିଁ ।

Mobile Laboratory Inspection

ଏହି ମୋବାଇଲ ୟୁନିଟ୍‌ରେ ରହିଛି ସମସ୍ତ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଅଟୋମେଟିକ୍ ଏବଂ ଡିଜିଟାଲ କଂକ୍ରିଟ୍ ଟେଷ୍ଟ ହାମର, ନନ୍ ନ୍ୟୁକ୍ଲିୟର ସଏଲ୍ ଡେନ୍‌ସିଟି ଗଜ, ଡିଜିଟାଲ ରୋଡ଼ ମାର୍କିଂ ଥିକ୍ନେସ ଗଜ ଭଳି ୧୬ ପ୍ରକାର ଅତ୍ୟାଧୁନିକ ବ୍ୟବସ୍ଥା ସେହି ମୋବାଇଲ ଭେହିକିଲରେ ରହିଛି । ଏହି ମୋବାଇଲ ୟୁନିଟଟ୍ ପିଛା ୫ ବର୍ଷରେ ୪ କୋଟି ୨୬ ଲକ୍ଷ ଖର୍ଚ୍ଚ କରିବେ ସରକାର । ପାଇଲଟ୍ ପ୍ରୋଜେକ୍ଟ ଭାବେ ମଙ୍ଗଲବାର ଗୋଟିଏ ମୋବାଇଲ ଭ୍ୟାନର ଶୁଭରମ୍ଭ ହୋଇଥିବା ବେଳେ ଆଗକୁ ଏହି ୟୁନିଟ୍‌ର ସଂଖ୍ୟା ବଢ଼ାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+