ଆଜିଠୁ ୩ ଦିନ ଭୁବନେଶ୍ୱରରେ ଚାଲିବନି 'ମୋ ବସ୍'
dgp igp conference odisha: ଡିଜିପି ସମ୍ମିଳନୀ ପାଇଁ ଭୁବନେଶ୍ୱରରେ କଡ଼ାକଡି କରାଗଲା ସୁରକ୍ଷାବ୍ୟବସ୍ଥା । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ କନିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୨୯ ରୁ ୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ବିଭିନ୍ନ ସ୍ଥାନରେ କଟକଣା ଲାଗୁ କରାଯାଇଛି । ଭିଭିଆଇପିଙ୍କ ଗସ୍ତକୁ ନଜର ରଖି ରାସ୍ତାରେ ଯାନବାହାନ ମନା ହୋଇଛି ।













Click it and Unblock the Notifications