କାଲି ଗଡିବନି 'ମୋ ବସ୍', କିନ୍ତୁ...

ଆସନ୍ତାକାଲି ହୋଲି ଛୁଟିକୁ ଦୃଷ୍ଟିରେ ରଖି ରାଜଧାନୀର ପ୍ରମୁଖ 'ମୋ ବସ୍' ସେବା ବନ୍ଦ ରହିବ । ତେବେ କେବଳ ଦିନ 3ଟା ଯାଏଁ ମୋ ବସ ସେବା ବନ୍ଦ ରହିବ ।

ଭୁବନେଶ୍ୱର: ଆସନ୍ତାକାଲି ହୋଲି ଛୁଟିକୁ ଦୃଷ୍ଟିରେ ରଖି ରାଜଧାନୀର ପ୍ରମୁଖ 'ମୋ ବସ୍' ସେବା ବନ୍ଦ ରହିବ । ତେବେ କେବଳ ଦିନ 3ଟା ଯାଏଁ ମୋ ବସ ସେବା ବନ୍ଦ ରହିବ ।

Mo Bus

ଦିନ 3ଟା ପରେ ପୁଣି ସ୍ବାଭାବିକ୍ ହେବ 'ମୋ ବସ୍' ଚଳାଚଳ । ଏନେଇ କ୍ରୁଟ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ସେହିପରି ମାଷ୍ଟର କ୍ୟାଣ୍ଟିନରେ ଥିବା ପାସ୍ କାଉଣ୍ଟର ଆସନ୍ତା କାଲି ବନ୍ଦ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+