କାରକୁ ଧକ୍କା ଦେଲା ମୋ ବସ୍, ଘଟଣା ସ୍ଥଳରେ ଉତ୍ତେଜନା

କାରକୁ ଧକ୍କା ଦେଲେ ମୋ ବସ୍‍ । କାହାର କିଛି ବିଶେଷ ଭାବରେ କ୍ଷତି ହୋଇନାହିଁ । ମଙ୍ଗଳବାର ସକାଳୁ କଟକ ଜିଲା ବାରଙ୍ଗ ଛକରେ ଏହି ଦୁର୍ଘଟଣା ଘଟିଛି । କାରଟି ଯାତ୍ରୀଙ୍କୁ ନେଇ କଟକରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଏହି ସମୟରେ ମୋ ବସ କାରକୁ ହଠାତ ପଛରୁ ଧକ୍କା ଦେଇଥିଲା ।

odisha

ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ମୋ ବସକୁ ଅଟକ ରଖିଥିଲେ । ମୋ ବସ୍ ଚାଳକଙ୍କ ବେପରୁଆ ଗାଡି ଚାଳନା ଯୋଗୁ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଂଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ମୋ ବସ୍‍ ଓ କାରକୁ ଥାନାକୁ ନେଇଥିଲା । ପୁଲିସ ଘଟଣାର ତଦନ୍ତ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+