ମୋ ବସକୁ ଧକ୍କା ଦେଲା ଦୁଇଟି ଟ୍ରକ୍,୨୦ ଜଣ ଆହତ

ଭୁବନେଶ୍ୱର : କଟକ ତେଲେଙ୍ଗାପେଣ୍ଠ ନିକଟରେ ମୋ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଏକାଥରକେ ଦୁଇଟି ଟ୍ରକ ମୋ ବସକୁ ଧକା ଦେବାରୁ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଛନ୍ତି ।

Mo Bus And two truk Collision In Bhubaneswar

ଆହତଙ୍କୁ ଉଦ୍ଧାର କରାଯାଇ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି । ମୋ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବା ନୂଆ କଥା ନୁହେଁ। ପୂର୍ବର ମଧ୍ୟ ବିଭିନ୍ନ ସ୍ଥାନରେ ମୋ ବସ୍‌ ଦୁର୍ଘଟଣାର ସାମ୍ନା କରିଛି। ଗତ ଏପ୍ରିଲ ୬ ତାରିଖ ଦିନ ଭୁବନେଶ୍ବର ଉପକଣ୍ଠ ପିତାପଲ୍ଲୀଠାରେ ଏକ ମୋ ବସ୍ ରାସ୍ତାରୁ ଖସି ନାଳରେ ପଶିଯାଇଥିଲା।

ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାରୁ ପ୍ରାୟ ୧୦ ଫୁଟ୍ ତଳକୁ ଖସି ନାଳ ଭିତରେ ପଶିଯାଇଥିଲା। ବସ୍ ଭିତରେ ଥିବା ୩୦ ଜଣ ଯାତ୍ରୀ ଆତଙ୍କିତ ହୋଇଯାଇଥିଲେ। ବସ୍ କାଚ ଭାଙ୍ଗି ପ୍ରଥମେ କିଛି ଲୋକଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଏହାପରେ ଏଥିରେ ଅଗ୍ନିଶମ ବାହିନୀ ସାମିଲ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+