ମୋ ବସ୍ ଦୁର୍ଘଟଣା ମାମଲା: ଝିଅ ପରେ ମା'ର ମୃତ୍ୟୁ
ଭୁବନେଶ୍ୱର: ମୋ ବସ୍ ଦୁର୍ଘଟଣା ମାମଲାରେ ଝିଅ ପରେ ଆଜି ଚିକିତ୍ସାଧୀନ ଅବସ୍ଥାରେ ଥିବେ ମା'ର ମୃତ୍ୟୁ ଘଟିଛି । ଏମସରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ଘଟିଛି । ଗତ ଶୁକ୍ରବାର ଦିନ ଦୁର୍ଘଟଣା ଘଟିଥିଲା । ଧକ୍କା ମାରିବା ପରେ ଶହେ ପର୍ଯ୍ୟନ୍ତ ସ୍କୁଟିକୁ ଘୋଷାଡି ନେଇଥିଲା ମୋ ବସ୍ ।

ଉକ୍ତ ଦୁର୍ଘଟଣାରେ ଘଟଣାସ୍ଥଳରେ ଯୁବତୀ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ହୋଇଥିଲେ ମାଆ । ଆଜି ଚିକିତ୍ସାଧୀନ ଅବସ୍ଥାରେ ମା'ଙ୍କ ମୃତ୍ୟୁ ଘିଟିଛି । ତେବେ ମୃତକ ଜଣକ ଫୁଲବାଣୀ ବାସିନ୍ଦା ସେ ଭୁବନେଶ୍ୱରରେ ରହୁଥିଲେ ।












Click it and Unblock the Notifications