ପରୀ ହତ୍ୟା ମାମଲାରେ ହାଇକୋର୍ଟରେ ମିସକେସ ଦାୟର
ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ମିସ୍କେସ୍ ଦାୟର କଲା ଭାରତୀୟ ବିକାଶ ପରିଷଦ।
ଭୁବନେଶ୍ବର: ନୟାଗଡ଼ ଯଦୁପୁର ନାବାଳିକା ହତ୍ୟା ମାମଲାରେ ହାଇକୋର୍ଟରେ ମିସ୍କେସ୍ ଦାୟର କଲା ଭାରତୀୟ ବିକାଶ ପରିଷଦ। ଏଥିସହ ମାମଲାର ସିବିଆଇ ତଦନ୍ତ ଦାବି କରିଛି ସଙ୍ଘ । ସେହିପରି SIT ମୁଖ୍ୟ ଅରୁଣ ବୋଥ୍ରାଙ୍କ ପଲିଗ୍ରାଫ୍ ଟେଷ୍ଟ ଦାବି ହୋଇଛି ।

ସୂଚନାଥାଉ କି, ନୟାଗଡ଼ ପରୀ ହତ୍ୟା ମାମଲାରେ ପଡୋଶୀ ସରୋଜ ସେଠୀକୁ ଗିରଫ କରିଛି ଏସଆଇଟି । ସାଇଣ୍ଟିଫିକ୍ ତଥ୍ୟ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା କୁହାଯାଇଛି । ସେପଟେ ଅଭିଯୁକ୍ତ ମା ଓ ଭଉଣୀଙ୍କ ବୟାନ ଅନୁଯାଇ ସରୋଜକୁ ଫସେଇ ଦିଆଯାଇଛି । ଘଟଣାରେ ତାର କୌଣସି ସମ୍ପର୍କ ନାହିଁ ।












Click it and Unblock the Notifications