ମିଶନ ଶକ୍ତି ପୁନର୍ଗଠନ ନିଶ୍ଚିତ: ପ୍ରଭାତୀ ପରିଡ଼ା

ମିଶନ ଶକ୍ତି ପୁନର୍ଗଠନ ନିଷ୍ପତ୍ତି ଉପରେ ହାଇକୋର୍ଟଙ୍କ ରହିତାଦେଶ ପରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପ୍ରରିଡ଼ା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ।

Parvathi Parida

ପ୍ରଭାତୀ କହିଛନ୍ତି, ବିଳମ୍ବରେ ହେଲେ ମଧ୍ୟ ରାଜ୍ୟରେ ସ୍ୱୟଂ ସହାୟକ ଗୋଷ୍ଠୀର ପୁନର୍ଗଠନ ନିଶ୍ଚିତ ଭାବେ କରାଯିବ । ନେତୃତ୍ୱ ପରିବର୍ତ୍ତନ ହେଲେ ହିଁ ମହିଳାଙ୍କ ବିକାଶ ହେବ । ମିଶନ ଶକ୍ତି ପୁନର୍ଗଠନ ନେଇ ଗାଁ ମହିଳାମାନେ ମନ ବନେଇବା ଆବଶ୍ୟକ ।

ମିଶନ ଶକ୍ତିର ଲକ୍ଷ୍ୟ ମହିଳା ଶସକ୍ତି କରିବା । ବ୍ୟତିକ୍ରମ କିଛି ସମୟ ପାଇଁ ହୋଇପାରେ କିନ୍ତୁ ପୁନର୍ଗଂନ ନେବା ନିଶ୍ଚିତ । ଯେଉଁମାନେ ଅଧିକ ସମୟ ଧରି ନେତୃତ୍ୱରେ ଅଛନ୍ତି, ନେତୃତ୍ୱ ପରିବର୍ତ୍ତନ ଦ୍ୱାରା ହିଁ ମହିଳାଙ୍କ ବିକାଶ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+