ବଦଳିବ ମିଶନ ଶକ୍ତି ଢାଞ୍ଚା: ପୁନର୍ଗଠନ ହେବ SHG
ଏଣିକି ବଦଳିବ ମିଶନ ଶକ୍ତି ଢାଞ୍ଚା । ବର୍ତ୍ତମାନ ସମସ୍ତଙ୍କୁ ଜିପିଏଲର ନିର୍ବଚନରେ ଭାଗ ନେବା ପାଇଁ ସୁଯୋଗ ମିଳିବ । ପୂର୍ବରୁ ଯେଉଁମାନେ ସଭାପତି ଓ ସମ୍ପାଦକ ଦାୟିତ୍ୱ ଅଛନ୍ତି ସେମାନଙ୍କୁ ବାହର କରି ନୂଆ ଲୋକ ଦାୟିତ୍ୱ ନେବେ । ତୃଣମୂଳ ସ୍ତରରେ ନେତୃତ୍ୱ ସୃଷ୍ଟି ପାଇଁ ଚେଷ୍ଟା କରାଯିବ । ସେହିପରି ଚଳିତ ମାସରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ରି ଅର୍ଗାନାଇଜ କରାଯିବ । ଏହା ପର ମାସରେ ଜିପିଏଲଫ ଓ ସିଏଲଫ, ବିଏଲଏଫଙ୍କୁ ଜିଲ୍ଲା ସ୍ତର ଓ ରାଜ୍ୟ ସ୍ତରରେ ନୂଆ ନିଯୁକ୍ତି ଦିଆଯିବା ନେଇ ସୂଚନା ରହିଛି ।













Click it and Unblock the Notifications