ଦୁର୍ଘଟଣାରେ ନାବାଳକର ମୃତ୍ୟୁ

Road Accident: ଆନନ୍ଦପୁର ଛେନାପଦି ହଦଗଡ଼ ରାସ୍ତାରେ ସଡ଼କ ଦୁର୍ଘଟଣା । ଟ୍ରକ ଧକ୍କାରେ ୫ ବର୍ଷର ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଭଦ୍ରକ ଜିଲ୍ଲା ଦୋଳପଦି ଗାଁର କାଳିଆ ମୁଣ୍ତାଙ୍କ ପୁଅ ବାଦଲ ମୁଣ୍ତା । ମିଳିଥିବା ସୂଚନା ଅନୁସାରେ, ପିଲାଟି ନିଜ ବାପା-ମାଙ୍କ ସହ ସଙ୍କଟପାଲିଆ ଗାଁକୁ ବୁଲିଆସିଥିବା ସମୟରେ ଦୁର୍ଘଟଣା ଘଟିଥିଲା ।

ନାବାଳକ ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେଉଛି । ଉତ୍ୟକ୍ତ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି ସୋସୋ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

road accident
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+