ମନ୍ତ୍ରୀଙ୍କ କଡା ଚେତାବନୀ; ସମୟ ଅବଧି ଭିତରେ କାମ ନ ସରିଲେ ଦାୟୀ ରହିବେ ଅଧିକାରୀ
ଉପରିସ୍ଥ ଅଧିକାରୀଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ । ସମୟ ଅବଧି ଭିତରେ କାମ ନ ସରିଲେ ଦାୟୀ ରହିବେ ଅଧିକାରୀ। ସମୟରେ କାମ ନ ସାରିଲେ ବିଭାଗ କାର୍ଯ୍ୟାନୁଷ୍ଠାନ ନେବ। ବିଭାଗର ସମୀକ୍ଷା ପରେ ସୂଚନା ଦେଲେ ମନ୍ତ୍ରୀ ରବି ନାଏକ। ୨୦୩୬ ସୁଦ୍ଧା ୩୦ରୁ ୪୦ ହଜାର କିମି ରାସ୍ତା ତିଆରି ପାଇଁ ଲକ୍ଷ୍ୟ ରହିଛି। ସେତୁ ବନ୍ଧନ ଯୋଜନାରେ ୫୦୦ ସେତୁ ନିର୍ମାଣ କରିବାକୁ ଯୋଜନା ଅଛି ।













Click it and Unblock the Notifications