ପରୋକ୍ଷରେ ମନ୍ତ୍ରୀଙ୍କ ଚେତାବନୀ, କହିଲେ ଠିକାଦାରମାନେ ଯେଉଁଭଳି ଭାବେ ନିଷ୍ପତ୍ତି ନେଉଛନ୍ତି ତାହା ବନ୍ଦ କରନ୍ତୁ
ତେଜିଲା ନିଖିଳ ଓଡ଼ିଶା ଠିକାଦାର ସଂଘର ଆନ୍ଦୋଳନ। ନେଗେଟିଭ ଟେଣ୍ଡର ପ୍ରକ୍ରିୟାକୁ ବିରୋଧ କରି ଆନ୍ଦୋଳନ କରିଛନ୍ତି। ୨୦ରୁ ଗଣଧାରଣା ପରେ ଆଜିଠୁ ଲୋୟର ପିଏମ୍ଜିରେ ଅନଶନ ।
ଆନ୍ଦୋଳନକୁ ନେଇ ପୂର୍ତ୍ତ ମନ୍ତ୍ରୀଙ୍କ ପରୋକ୍ଷରେ ଚେତାବନୀ। ଠିକାଦାରମାନେ ଯେଉଁଭଳି ଭାବେ ନିଷ୍ପତ୍ତି ନେଉଛନ୍ତି ତାହା ବନ୍ଦ କରନ୍ତୁ । ସରକାରଙ୍କୁ ସହଯୋଗ କଲେ ସେମାନେ ଲାଭବାନ ହେବେ । ଜବରଦସ୍ତ କାମ ବନ୍ଦ କଲେ ତାକୁ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି ପୃଥ୍ବୀରାଜ। ଯଦି କେହି ଉସକାଉଛି ତେବେ ଅସୁବିଧାରେ ଠିକାଦାରମାନେ ହିଁ ପଡ଼ିବେ ।













Click it and Unblock the Notifications