ମିଳିଥିବା ଆବାସ ଘର ତଦନ୍ତ ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ, ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ
ମିଳିଥିବା ଆବାସ ଘର ତଦନ୍ତ ପାଇଁ ନିର୍ଦେଶ ଦିଆଯାଇଛି। ଏକାମ୍ର ଭୁବନେଶ୍ୱର ମଇଁଷିଖାଲ ଏବଂ ଗଧିଆଖାଲ ଆବାସ ଘର ତଦନ୍ତ ହେବ। ଘର ପାଇବା ପରେ ଅନ୍ୟକୁ ଘର ଦେଇଥିବା ଅଭିଯୋଗ ହୋଇଛି। ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖାଦ୍ୟ, ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ନିର୍ଦେଶ ଦେଇଛନ୍ତି।













Click it and Unblock the Notifications