ମନ୍ତ୍ରୀଙ୍କ ବଡ ଘୋଷଣା ; ମାର୍ଚ୍ଚ ମାସରୁ ଗୃହପାଳିତ ପ୍ରାଣୀଙ୍କୁ ମିଳିବ ମାଗଣା ଚିକିତ୍ସା

ଗୃହପାଳିତ ପ୍ରାଣୀଙ୍କୁ ମାଗଣା ଚିକିତ୍ସା । ମାର୍ଚ୍ଚ୧ରୁ ଗୃହପାଳିତ ପ୍ରାଣୀଙ୍କୁ ମାଗଣା ଚିକିତ୍ସା । ଗାଈ, ବଳଦ, ମଇଁଷି ଓ ଛେଳିଙ୍କୁ ମିଳିବ ମାଗଣା ଚିକିତ୍ସା । ଚିକିତ୍ସା ଓ ଟିକାକରଣ ଉପରୁ ୟୁଜର୍ସ ଫି ଛାଡ଼ ।

golulananda milik

ଘୋଷଣା କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ପ୍ରାଣୀ ସମ୍ପଦର ସୁରକ୍ଷାକୁ ପ୍ରାଥମିକତା ଦେଇ ନିଷ୍ପତ୍ତି ନିଆଯାଇଥିବା କହିଲେ ମନ୍ତ୍ରୀ । ଗାଈ, ବଦଳ, ମଇଁଷି ଏବଂ ଛେଳି ରଖିଥିବା ଲୋକଙ୍କୁ ପ୍ରାଣୀଙ୍କ ଚିକିତ୍ସା ପାଇଁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ସରକାର ଏମାନଙ୍କ ଖର୍ଚ୍ଚ ବହନ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+