ମନ୍ତ୍ରୀଙ୍କ ବଡ ଘୋଷଣା; ୭ ଭିତରେ ବାତ୍ୟା ଦାନା କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା

ବାତ୍ୟା 'ଦାନା'ରେ କ୍ଷତିଗ୍ରସ୍ତ ଲୋକଙ୍କୁ କ୍ଷତିପୂରଣ ରାଶି ଜିଲ୍ଲାପାଳମାନଙ୍କ ପାଖକୁ ପଠାଯାଇଛି । ଆଜିଠାରୁ ୭ ଦିନ ଭିତରେ ଲୋକଙ୍କୁ ଟଙ୍କା ବଣ୍ଟାଯିବ ଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଏହା ସେମାନଙ୍କ ପାଇବାର ହକ୍ ଅଛି ।

suresh pujari

ଏହାସହ ଯେଉଁ ଅଞ୍ଚଳରେ କ୍ଷତିଗ୍ରସ୍ତ ଲୋକଙ୍କ ଆକଳନ ବିଡ଼ିଓ କିମ୍ବା ତହସିଲଦାର ମାନେ କରିନାହାନ୍ତି ତାହା ତୁରନ୍ତ କରି ପଛରେ ଦେଲେ ସରକାର ସେ ରାଶି ମଧ୍ୟ କ୍ଷତିଗ୍ରସ୍ତଙ୍କୁ ଦେବାକୁ ପ୍ରସ୍ତୁତ ଥିବା ରାଜସ୍ବ ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+