ବହୁ ବର୍ଷ କ୍ଷମତାରେ ରହିଲେ, ତେଣୁ ଆଇନ କାନୁନ୍‌କୁ ତାଙ୍କର ଖାତିର ନାହିଁ, ଦାନୀଙ୍କ ଉପରେ ବର୍ଷିଲେ ମନ୍ତ୍ରୀ

ବିଜେଡି ନେତା ପ୍ରୀତି ରଞ୍ଜନ ଘଡ଼େଇଙ୍କ ଉପରେ ବର୍ଷିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ। ସେ କହିଛନ୍ତି, ପ୍ରୀତି ରଞ୍ଜନ ଘଡ଼େଇ ଯେଭଳି ଲୋକଙ୍କୁ ହିଂସାକାଣ୍ଡ ଭିଆଇବାକୁ ଉତ୍ତେଜିତ କରୁଛନ୍ତି, ସୁକିନ୍ଦାରେ କେତେବେଳେ କଣ ହେଇଯିବ ତାହା କହି ହେବନି। ଦେଶରେ ସମ୍ବିଧାନ ଗୋଟେ ଅଛି ବୋଲି ତାଙ୍କର ଧାରଣା ନାହିଁ। ବହୁ ବର୍ଷ କ୍ଷମତାରେ ରହିଗଲେ, ତେଣୁ ଆଇନକାନୁନକୁ ତାଙ୍କର ଆଉ ଖାତିର ନାହିଁ । ଏହା ପୂର୍ବରୁ ମଧ୍ୟ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଆଡ଼ିସିନାଲ ଏସ୍ପି ଓ ଏସ୍ପି ଙ୍କ ଅଫିସରେ ପଶି ଆଇନକୁ ହାତକୁ ନେବାକୁ ଧମକ ଦେଇଥିଲେ।

pradeep balasamangt
ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ କହିଛନ୍ତି, ପ୍ରୀତି ରଞ୍ଜନ ଘଡ଼େଇ ଯେଭଳି ଲୋକଙ୍କୁ ହିଂସାକାଣ୍ଡ ଭିଆଇବାକୁ ଉତ୍ତେଜିତ କରୁଛନ୍ତି, ସୁକିନ୍ଦାରେ କେତେବେଳେ କଣ ହେଇଯିବ ତାହା କହି ହେବନି। ଦେଶରେ ସମ୍ବିଧାନ ଗୋଟେ ଅଛି ବୋଲି ତାଙ୍କର ଧାରଣା ନାହିଁ। ବହୁ ବର୍ଷ କ୍ଷମତାରେ ରହିଗଲେ, ତେଣୁ ଆଇନକାନୁନକୁ ତାଙ୍କର ଆଉ ଖାତିର ନାହିଁ । ଏହା ପୂର୍ବରୁ ମଧ୍ୟ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଆଡ଼ିସିନାଲ ଏସ୍ପି ଓ ଏସ୍ପି ଙ୍କ ଅଫିସରେ ପଶି ଆଇନକୁ ହାତକୁ ନେବାକୁ ଧମକ ଦେଇଥିଲେ। ଆଲୋଚନା ମାଧ୍ୟମରେ ସବୁ କଥାର ସମାଧାନ ହୁଏ, କିନ୍ତୁ ସେ ତାହା ନ କରି ଲୋକଙ୍କୁ ଉତ୍ତେଜିତ କରାଇ ହିଂସାକାଣ୍ଡ ଭିଆଇବାକୁ ବାଧ୍ୟ କରୁଛନ୍ତି। ଯଦି ଲୋକେ ନିଆଁ ଲଗେଇ ଦେଇଥାନ୍ତେ, କେତେ ଲୋକଙ୍କର ଧନଜୀବନ କ୍ଷତି ହୋଇଥାନ୍ତା ସେ କହି ପାରିବେ କି।
ସମବାୟ ମନ୍ତ୍ରୀ ଆହୁରି କହିଛନ୍ତି, ଆଲୋଚନା ମାଧ୍ୟମରେ ସବୁ କଥାର ସମାଧାନ ହୁଏ, କିନ୍ତୁ ସେ ତାହା ନ କରି ଲୋକଙ୍କୁ ଉତ୍ତେଜିତ କରାଇ ହିଂସାକାଣ୍ଡ ଭିଆଇବାକୁ ବାଧ୍ୟ କରୁଛନ୍ତି। ଯଦି ଲୋକେ ନିଆଁ ଲଗେଇ ଦେଇଥାନ୍ତେ, କେତେ ଲୋକଙ୍କର ଧନଜୀବନ କ୍ଷତି ହୋଇଥାନ୍ତା ସେ କହି ପାରିବେ କି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+