ଶିକ୍ଷକ ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ, କହିଲେ ଅକ୍ଟୋବର ୫ ସୁଦ୍ଧା ୧୬୦୧୦ ଶିକ୍ଷକ ପାଇବେ ନିଯୁକ୍ତି

ଭୁବନେଶ୍ୱର: ଶିକ୍ଷକ ନିଯୁକ୍ତିକୁ ନେଇ ବଡ଼ ଘୋଷଣା କଲେ ମନ୍ତ୍ରୀ, କହିଲେ ଅକ୍ଟୋବର ୫ ସୁଦ୍ଧା ୧୬୦୧୦ ଶିକ୍ଷକ ନିଯୁକ୍ତି ପାଇବେ ବୋଲି ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି । ରାଜ୍ୟରେ ସରକାର ବଦଳିବା ପରଠୁ ସ୍କୁଲ ଛାତ୍ର ଛାତ୍ରୀଙ୍କ ଡ୍ରେସ କୋଡ଼ ପରିବର୍ତ୍ତନ ପରେ ବିଦ୍ୟାଳୟର ରଙ୍ଗ ପରିବର୍ତ୍ତନ ନେଇ ପ୍ରଶ୍ନ ଉଠିଥିଲା ।

ଏ ନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ପୂର୍ବ ସରକାର ଭଳି ଆମେ କୌଣସି ବିଦ୍ୟାଳୟର ରଙ୍ଗ ବଦଳାଇବୁ ନାହିଁ । ଅକ୍ଟୋବର ୫ ସୁଦ୍ଧା ରାଜ୍ୟରେ ୧୬୦୧୦ ଶିକ୍ଷକ ନିଯୁକ୍ତି ପାଇବେ । କୌଣସି ବିଦ୍ୟାଳୟରେ ଆଉ ଜଣେ ଶିକ୍ଷକ ରହିବେ ନାହିଁ ।

Minister Nityananda Gond

ଆବଶ୍ୟକ ପଡିଲେ ଅଧିକ ଶିକ୍ଷକ ନିଯୁକ୍ତି କରାଯିବ । ଯେଉଁ ବିଦ୍ୟାଳୟଗୁଡିକରେ ଆନୁସଂଘୀକ ବ୍ୟବସ୍ଥାର ଅଭାବ ରହିଛି, ସେହି ବିଦ୍ୟାଳୟ ଗୁଡିକରେ ପିଏମ୍ ଶ୍ରୀ ଯୋଜନା ମାଧ୍ୟମରେ ଉନ୍ନତିକରଣ କରାଯିବ ବୋଲି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+