ଆକ୍ସନ ମୁଡ଼ରେ ମନ୍ତ୍ରୀ ; ଯୋଗାଣ ନିରୀକ୍ଷକଙ୍କୁ କାର୍ଯ୍ୟରୁ କଲେ ନିଲମ୍ବିତ
ଯୋଗାଣ ନିରୀକ୍ଷକଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପାରାଦୀପ ପୌର ପରିଷଦରେ ଯୋଗାଣ ନିରୀକ୍ଷକ ଭାବରେ କାମ କରୁଥିଲେ ଅଲିଭା ଦାଶ । ଶନିବାର ଜଗତସିଂହପୁର ଠାରେ ସଦଭାବନା ଗୃହରେ ସମୀକ୍ଷା ବୈଠକରେ ଅନୁପସ୍ଥିତ ରହିବା ଓ ପୂର୍ବରୁ ତାଙ୍କ ନାଁରେ ଅନ୍ୟାନ୍ୟ ଅଭିଯୋଗ ରହିଥିଲା ।

କାର୍ଯ୍ୟରେ ଅବହେଳା ହେତୁ ନିଲମ୍ବିତ କରାଯାଇଥିବା ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।












Click it and Unblock the Notifications