ବଡ ସୂଚନା ଦେଲେ ମନ୍ତ୍ରୀ, ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା

ସମସ୍ତଙ୍କୁ ନୂଆବର୍ଷର ଶୁଭେଚ୍ଛା । ୨୦୨୫ ସମସ୍ତଙ୍କ ପାଇଁ ବିକାଶ ଓ ମଙ୍ଗଳମୟ ହେବ। ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟବସ୍ଥା ହେବ । ସେଦିନ ଠାରୁ ହିଁ ଧାଡି ଦର୍ଶନ ଆରମ୍ଭ ହେବ ।

puri mandir

ବୁଧବାର ଦିନ ବି ଶ୍ରୀମନ୍ଦିରରେ ଭିଡ ରହିଛି । ଡିସେମ୍ବର ୩୦, ୩୧, ଜାନୁଆରୀ ୧ରେ ସବୁବେଳେ ଭିଡ ଥାଏ । ଶୃଙ୍ଖଳିତ ଦର୍ଶନ ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ଧାଡି ଦର୍ଶନ ପାଇଁ ଏବେ କୌଣସି ଟ୍ରାଏଲ ରନ୍‌ ହେବ ନାହିଁ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ୍‌ ହରିଚନ୍ଦନ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+