ମନ୍ତ୍ରୀ ଦେଲେ ବଡ ସୂଚନା; ବଦଳିବ ମୋ ବସର ନାଁ, ରହିବ ଏହି....
ମୋ ବସର ନାଁ ପରିବର୍ତ୍ତନ ହୋଇ ଆମ ବସ ହେବ। ଏ ନେଇ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। 'ମୋ ବସ' ଏକ ଅହଂକାର ଶବ୍ଦ ହେବ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର କହିଛନ୍ତି। ମୋହନ ସରକାର ଲୋକଙ୍କ ସରକାର, ଆମର କହିବା ଠିକ ହେବ।

ନିକଟରେ ମୋ ବସ୍ ଧକ୍କାରେ ନାବଳିକାଙ୍କ ମୃତ୍ୟୁ ଘଟିଥିଲା। ନନ୍ଦନକାନନ ଥାନା ରଘୁନାଥପୁରରେ ମଙ୍ଗଳବାର ଏହି ଦୁର୍ଘଟଣା ଘଟିଥିଲା। ମୃତ ନାବାଳିକାଙ୍କ ବୟସ ୧୩ ବର୍ଷର।












Click it and Unblock the Notifications