ବୋତଲରେ ପେଟ୍ରୋଲ, ଡିଜେଲ ମନା ପ୍ରସଙ୍ଗ; ବୈଠକ ଡାକିଲେ ମନ୍ତ୍ରୀ
ବୋତଲରେ ପେଟ୍ରୋଲ, ଡିଜେଲ ମନା ପ୍ରସଙ୍ଗ ବୈଠକ ଡାକିଲେ ମନ୍ତ୍ରୀ । ଏନେଇ ସନ୍ଧ୍ୟା ୫ଟାରେ ଲୋକସେବା ଭବନରେ ବସିବ ବୈଠକ । ସାମିଲ୍ ହେବେ ପେଟ୍ରୋଲ୍ ପମ୍ପ ସଂଘ ଓ ବିଭାଗୀୟ ଅଧିକାରୀ । କୃଷକ, ନୌକା ଚାଳକ ଜେନେରେଟର ପାଇଁ କିପରି ପାଇବେ ତେଲ । ନୂଆ ଗାଇଡଲାଇନ ଆଣିବା ସକାଶେ ବସିବ ବୈଠକ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ପାତ୍ର ।













Click it and Unblock the Notifications