କେନ୍ଦ୍ର ସରକାରଙ୍କ ସହାୟତାରେ ଆଗକୁ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ହେବ: କୃଷ୍ଣଚନ୍ଦ୍ର ମହାପାତ୍ର
ଭୁବନେଶ୍ୱର ପାଇଁ ଭବିଷ୍ୟତରେ ମେଟ୍ରୋର ଆବଶ୍ୟକତା ରହିଛି। ରାଜ୍ୟ ସରକାର ବି ମେଟ୍ରୋ ସିଟି ପାଇଁ ଇଛୁକ କହିଲେ ନଗର ଉନ୍ନୟନ ମନ୍ତ୍ରୀ ।
ପୂର୍ବ ମେଟ୍ରୋ ପ୍ରକଳ୍ପ ପାଇଁ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ଟେଷ୍ଟିଙ୍ଗ ସମୟରେ ଯାତାୟାତ ନେଇ ସମସ୍ୟା ଦେଖା ଦେଇଥିଲା ।
କାମ ଚାଲିଥିଲେ ସ୍ଥିତି ଜଟିଳ ହେଇଥାନ୍ତା ବୋଲି କହିଲେ କୃଷ୍ଣଚନ୍ଦ୍ର ମହାପାତ୍ର। ଯାତାୟାତକୁ ଅଧିକ ସୁବିଧା କରିବା ପାଇଁ ରିଙ୍ଗ୍ ରୋଡ୍କୁ ଅନୁମୋଦନ ମିଳିଛି ।
ଏହି ୬ ଲେନ୍ କେବଳ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ନୁହେଁ ରାଜ୍ୟ ପାଇଁ ସୁବିଧା । କେନ୍ଦ୍ର ସରକାରଙ୍କ ସହାୟତାରେ ଆଗକୁ ମେଟ୍ରୋ ପ୍ରକଳ୍ପ କାର୍ଯ୍ୟ ହେବ।













Click it and Unblock the Notifications