Get Updates
Get notified of breaking news, exclusive insights, and must-see stories!

ନୂଆ ଢ଼ାଞ୍ଚାରେ ହେବ ମେଟ୍ରୋ ପ୍ରକଳ୍ପ!ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ

ନୂଆ ପ୍ରକଳ୍ପ ନୂଆ ଢ଼ାଞ୍ଚାରେ ହୋଇପାରେ ମେଟ୍ରୋ ପ୍ରକଳ୍ପ । ଉପମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ସବ୍‌ କମିଟି ପ୍ରଥମ ବୈଠକ ପରେ ସୂଚନା ଦେଇଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ମେଟ୍ରୋ ପ୍ରକଳ୍ପରେ ମୋବିଲିଟି, ଡି-କଞ୍ଜେକ୍ସନ ଏବଂ ମୋଡାଲିଟି ପ୍ଲାନ ନେଇ ଆଲୋଚନା ହୋଇଛି ।

harchandan

ପରବର୍ତ୍ତୀ ବୈଠକରେ ଅଧିକ ଆଲୋଚନା ହୋଇ ନିର୍ଯାସ ବାହାରିଲା ପରେ ସ୍ପଷ୍ଟତା ଆସିବ ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ । ଆଗକୁ ଆହୁରି ଦୁଇରୁ ତିନି ରାଉଣ୍ଡ ବୈଠକ ହେବ। ତାପରେ ନିଆଯିବ ଶେଷ ନିଷ୍ପତ୍ତି ବୋଲି କହିଛନ୍ତି ପୂର୍ତ୍ତମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+