ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଜଣ ଗିରଫ

ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ବାପ, ପୁଅ ଓ ଜ୍ବାଇଁ ଗିରଫ। ବରଗଡ଼ ଜିଲ୍ଲା ଭେଡେନ ଥାନା ରେମଣ୍ଡା ପଂଚାୟତରେ ଚାଞ୍ଚଲ୍ୟ । ଜଣେ ମାନସିକ ଭିନ୍ନକ୍ଷମ ଯୁବତୀଙ୍କୁ ୩ଜଣ ମିଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ୩ ଅଭିଯୁକ୍ତ ବିକ୍ରମ ସରାଫ, ପପୁନ ଓପ୍ରତାପ ସରାଫ। ସମସ୍ତ ଅଭିଯୁକ୍ତ ଯୁବତୀଙ୍କ ସମ୍ପର୍କୀୟ ମାମୁ ଓ ଭାଇ । ଯୁବତୀ ଜଣକ ୧୨ ବର୍ଷ ହେଲା ମାମୁଘରେ ରହୁଥିଲେ ।

accused

ଗତ ଡିସେମ୍ବର ୧୦ ତାରିଖରେ ଝିଅକୁ ନେଇଯିବାକୁ ଘରକୁ ଲୋକଙ୍କୁ କହିଥିଲେ ମାମୁ । ପରେ ଯୁବତୀ ଜଣକ ଘରକୁ ଯିବା ପରେ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ ପରିବାର । ପରେ ପରିବାର ଲୋକଙ୍କ ଆଗରେ ସବୁ କଥା କହିଥିଲେ ପୀଡିତା । ଗଣୁଦଷ୍କର୍ମ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ପରେ ତଦନ୍ତ କରି ୩ଜଣଙ୍କୁ ଗିରଫ କରିଛି ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+