ଥମୁନି ମେଣ୍ଟ ଚର୍ଚ୍ଚା , ଶାହଙ୍କ ଘରେ ବସିଲା ଜରୁରୀ ବୈଠକ, ସାମିଲ ହେଲେ ମନମୋହନ

ନୂଆଦିଲ୍ଲୀ: ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ନେଇ ସ୍ପଷ୍ଟ ହେଉନି ଚିତ୍ର । ତିନି ଦିନ ଧରି ଦିଲ୍ଲୀରେ ଥିବା ରାଜ୍ୟ ବିଜେପି ନେତୃତ୍ୱ ଆଜି ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି । ସୂତ୍ରରୁ ଖବର ମିଳିଛି ଯେ, ଅମିତ ଶାହଙ୍କ ଘରେ ବର୍ତ୍ତମାନ ଜରୁରୀ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ବସିଛି ବୈଠକ ।

amit shah

ଏହି ବୈଠକରେ ପ୍ରଭାରୀ ବିଜୟପାଲ୍‌ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି ହୋଇଛନ୍ତି ସାମିଲ । ଏହା ସହ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ବୈଠକରେ ସାମିଲ ହୋଇଛନ୍ତି ଆଉ ସଂଗଠନ ସଂପାଦକ ମାନସ ମହାନ୍ତି ମଧ୍ୟ ବୈଠକରେ ସାମିଲ ଥିବା ସୂଚନା ମିଳିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+