Get Updates
Get notified of breaking news, exclusive insights, and must-see stories!

ପୁଡୁଚେରୀ ଗଲା ମେଡିକାଲ ଟିମ୍‌, ମନୋଜ ଦାସଙ୍କ ସ୍ୱାସ୍ଥ୍ୟାବସ୍ଥା କରିବ ଅନୁଧ୍ୟାନ

ପ୍ରଖ୍ୟାତ ସାହିତ୍ୟକ ତଥା ପଦ୍ମଭୂଷଣ ମନୋଜ ଦାସଙ୍କ ପାଇଁ ଭୁବନେଶ୍ବରରୁ ପୁଡୁଚେରୀ ଗଲା ଏକ ମେଡିକାଲ ଟିମ୍ ।

ଭୁବନେଶ୍ୱର: ପ୍ରଖ୍ୟାତ ସାହିତ୍ୟକ ତଥା ପଦ୍ମଭୂଷଣ ମନୋଜ ଦାସଙ୍କ ପାଇଁ ଭୁବନେଶ୍ବରରୁ ପୁଡୁଚେରୀ ଗଲା ଏକ ମେଡିକାଲ ଟିମ୍ । କେମିତି ଅଛି ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା କରିବେ ଅନୁଧ୍ୟାନ । ଡାକ୍ତର ବିରଞ୍ଚି ନାରାୟାଣ ମହାପାତ୍ରଙ୍କ ନେତୃତ୍ବରେ ଏକ ମେଡିକାଲ ଟିମ ପୁଡୁଚେରୀ ଗସ୍ତ କରିଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପୁଡୁଚେରୀ ଗଲା ଡାକ୍ତରୀ ଦଳ ।

Manoj Das

ତେବେ ମନୋଜ ଦାସଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରି ଆଜି ଅପରାହ୍ମରେ ରାଜ୍ୟ ସରକାରଙ୍କୁ ବସ୍ତୃତ ରିପୋର୍ଟ ଦେବ ଏହି ଡାକ୍ତରୀ ଟିମ ।

ଦୀର୍ଘଦିନ ଧରି ଅସୁସ୍ଥ ଅଛନ୍ତି ବିଶିଷ୍ଟ ସାହିତ୍ୟିୟକ ମନୋଜ ଦାସ। ତାଙ୍କୁ ପୁଡୁଚେରୀ ସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମର ନର୍ସିଂହୋମ୍‌ରେ ଚିକିତ୍ସା କରାଯାଉଛି। ଉକ୍ତ ମେଡିକାଲ୍‌ର ଡାକ୍ତରୀ ଟିମ୍ ଓ ପ୍ରଫେସରମାନେ ଶ୍ରୀ ଦାସଙ୍କୁ ଚିକିତ୍ସା କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+