ପୁରୀ-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ଯାନ୍ତ୍ରିକ ତ୍ରୁଟି , ବିଳମ୍ବ ଯୋଗୁଁ ଯାତ୍ରୀ ହେଲେ ହନ୍ତସନ୍ତ
ଭୁବନେଶ୍ୱର : ପୁରୀ-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ୍ରେ ଦେଖାଯାଇଛି ଯାନ୍ତ୍ରିକ ତ୍ରୁଟି । ଫଳରେ ଟ୍ରେନ୍ଟି ବିଳମ୍ବରେ ଛାଡ଼ିବା ସତ୍ତ୍ବେ ୩ କିମି ଯାତ୍ରା କରି ପଛକୁ ଫେରିଛି।

ଟ୍ରେନର ମରାମତି ପାଇଁ ଏବେ ଉଦ୍ୟମ ଜାରି ରହିଛି। ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ଯୋଗୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି।












Click it and Unblock the Notifications