ଯୁବତୀଙ୍କୁ ୨୪ ଲକ୍ଷ ଟଙ୍କା ଦେଇ ଫସିଲେ ଯୁବକ ,ମାଟ୍ରିମୋନି ସାଇଟରେ ହୋଇଥିଲା ଚିହ୍ନା

Matrimonial Fraud Cases : 24 LAKH DUPPED BY BOY ,FROM Matrimonial SITE'ଯୁବତୀଙ୍କୁ ୨୪ ଲକ୍ଷ ଟଙ୍କା ଦେଇ ଫସିଲେ ଯୁବକ , Matrimonial Fraud

ଭୁବନେଶ୍ୱର: ମାଟ୍ରିମୋନି ସାଇଟରେ କଥା ହୋଇ ଫସିଲେ ଯୁବ । ୨୪ ଲକ୍ଷ ଟଙ୍କା ନେଇ ଫସିଲେ ଖୋର୍ଦ୍ଧାର ଯୁବକ । ମାଟ୍ରିମୋନି ସାଇଟରେ ନିଜ ପାଇଁ ଝିଅ ଖୋଜିବାକୁ ଯାଇ ୨୪ ଲକ୍ଷ ଟଙ୍କା ଠକିଗଲେ IT ପ୍ରଫେସନାଲ । ତେବେ ନିଜକୁ ପ୍ରିୟ ଗୁପ୍ତା ନାମରେ ପରିଚୟ ଦେବା ସହ ଘର ବାଲେଶ୍ୱରେ ବୋଲି କହିଥିଲେ ଯୁବତୀ । କାର୍ଲିଫଣ୍ଣିଆରେ ରହି MBBS କରୁଛନ୍ତି ବୋଲି ମଧ୍ୟ କହିଥିଲେ ।

Matrimonial Fraud

ଯୁବତୀ ଜଣକ ଦିଲ୍ଲୀ ଏୟାରପୋର୍ଟରେ ୭୦ ହଜାର ଡଲାର ଆଣି ଫଶିଯାଇଛନ୍ତି ବୋଲି କହି ଯୁବକଙ୍କଠୁ ଟଙ୍କା ଉଧାର ନେଇଥିଲେ । ବିଭିନ୍ନ କିସ୍ତିରେ ଯୁବକ ଟଙ୍କା ଦେଇଥିଲେ । ଠକେଇର ଶିକାର ହୋଇଥିବା ଯୁବକଙ୍କ ଅଭିଯୋଗ ପରେ ପୋଲିସର ତଦନ୍ତ ଆରମ୍ଭ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+