ସରିଲା ମାଟ୍ରିକ ପରୀକ୍ଷା ପରୀକ୍ଷା , ମେ' ମାସ ପ୍ରଥମ ସପ୍ତାହରେ ଆସିବ ରେଜଲ୍ଟ, ୧୯ରୁ ଆରମ୍ଭ ଖାତା ଦେଖା
Odisha News: ସରିଲା ମାଟ୍ରିକ ପରୀକ୍ଷା । ମାର୍ଚ୍ଚ ୧୯ରୁ ଖାତାଦେଖା ଆରମ୍ଭ ହେବ ଏବଂ ମେ' ମାସ ପ୍ରଥମ ସପ୍ତାହରେ ମାଟ୍ରିକ ଫଳାଫଳ ପ୍ରକାଶ ପାଇବ । ଏନେଇ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ।













Click it and Unblock the Notifications