ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ; ମୋଟ୍ ପାସ ହାର ୫୬.୨୩%

ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ ପ୍ରକାଶ ପାଇଛି । ମୋଟ୍ ପାସ ହାର ୫୬.୨୩% ରହିଛି। ପ୍ରେସମିଟ୍‌ରେ ସୂଚନା ଦେଲେ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ। ମୋଟ୍ ୩୪୫୭ ଜଣ ଫର୍ମ ପୂରଣ କରିଥିଲେ, ୧୯୮୩ ଜଣ ପାସ୍‌ । ଷ୍ଟେଟ୍‌ ଓପନଡ଼୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ରେ ୫୯୭୩ ଉତ୍ତୀର୍ଣ୍ଣ; ପାସ୍‌ ହାର ୫୫.୨୬ ।

Matric supplementary results declared total pass rate 56 23

କେଉଁ ଗ୍ରେଡରେ କେତେ ଜଣ ପାସ୍‌ କରିଛନ୍ତି ?

A 2-3 ଜଣ

B1-14 ଜଣ

B2-39 ଜଣ

C ଗ୍ରେଡ଼- 113 ଜଣ

ସେହିପରି SOSC ରେ 10 ହଜାର 809 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ 5 ହଜାର 973 ଜନ ପାସ୍‌ କରିଛନ୍ତି । ପାସ ହାର 55.26 ପ୍ରତିଶତ ରହିଛି ।

କେଉଁ ଗ୍ରେଡରେ କେତେ ଜଣ ପାସ୍‌ କରିଛନ୍ତି ?

A2-13 ଜଣ

B1-232 ଜଣ

B2-723 ଜଣ

C- 1738 ଜଣ

4140 ଜଣ ଫେଲ ହୋଇଛନ୍ତି । 625 ଜଣ ଅନୁପସ୍ଥିତ ରହିଥିବା ବୋର୍ଡ ସଭାପତି ଶ୍ରୀକାନ୍ତ ତାରାଇ ସୂଚନା ଦେଇଛନ୍ତି । ତେବେ ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ରେଜଲ୍ଟ ଭଲ ଥିବା ସଭାପତି କହିଛନ୍ତି ।

କେମିଟି ଦେଖିବେ ପରୀକ୍ଷୀ ଫଳ?

ଦିନ 2 ଟା ପରଠାରୁ www.bseodisha.ac.in ରେ ରେଜଲ୍ଟ ଦେଖି ପାରିବେ

ମୋବାଇଲେ 01OR10 ଏହାପରେ ରୋଲ ନମ୍ବର ଲେଖି 5676750କୁ ମେସେଜ ପଠାଇବା ପରେ ରେଡଲ୍ଟ ଆସିଯିବ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+